ପାଠରେ ପିଲାଙ୍କ ମନ ନ ଲାଗିଲେ କଣ କରିବେ ?

୧. ପିଲାଙ୍କ ପଢ଼ା ଘରେ ଶୁଦ୍ଧ ଘିଅ ଦୀପ ଲଗାଇଲେ ଏବଂ ସରସ୍ଵତୀ ଯନ୍ତ୍ର ରଖିଲେ ପିଲାଙ୍କ ପାଠପଢା ରେ ମନ ଲାଗିଥାଏ ଏବଂ ବୁଦ୍ଧି ହୋଇଥାଏ।୨. ଯଦି ପିଲାଙ୍କ ମନ ପାଠରେ ଲାଗୁ ନଥାଏ ତେବେ ପୂର୍ବ ଦିଗକୁ ମୁହଁ କରି ପାଠ ପଢ଼ିବା ଦ୍ବାରା ପାଠ ରେ ମନ ଲାଗିଥାଏ। ୩. ବାଦାମ, ମିଶ୍ରି ଓ ମଧୁରୀ କୁ ଗୁଣ୍ଡ କରି ରାତିରେ ଶୋଇବା ପୂର୍ବରୁ ୨ଚାମଚ ଉଷୁମ ପାଣିରେ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ।

୪. ଘରର ଛାତ ଉପରେ ଦକ୍ଷିଣ ପୂର୍ବ ଦିଗରେ କୋଣରେ ପକ୍ଷୀ ମାନଙ୍କ ନିମନ୍ତେ ପିଇବା ପାଣି ରଖିଲେ ଘରର ଆୟ ବୃଦ୍ଧି ହୋଇଥାଏ। ୫. ସକାଳୁ ଉଠି ଗଣେଶ ଙ୍କ ଉପରେ ନାଲି ରଙ୍ଗର ଫୁଲ ଚଢାଇଲେ ମନୋସ୍କାମନା ପୂର୍ଣ ହୋଇଥାଏ।

୬. ମଙ୍ଗଳବାର ଦିନ ଗାଈକୁ ମସୁରୀ ଡାଲି ସହିତ ଗୁଡ଼ ମିଶାଇ ଖାଇବାକୁ ଦେଲେ ସମସ୍ତ ମନୋସ୍କାମନା ପୂର୍ଣ ହୋଇଥାଏ।

୭. ଯଦି କନ୍ୟା ର ବିବାହ ହୋଇପାରୁ ନାହିଁ ତେବେ ହଳଦୀଆ କପଡ଼ା ରେ ହଳଦୀ ବାନ୍ଧି କନ୍ୟାର ତକିଆ ତଳେ ରଖି ଦିଅନ୍ତୁ।

୮. ଯଦି ପୁତ୍ର ଏବଂ କନ୍ୟାର ବିବାହ ହୋଇପାରୁ ନଥାଏ ତେବେ ତେର ଦିନ ପର୍ଯ୍ୟନ୍ତ ଆଶ୍ୱସ୍ତ ଗଛ ମୂଳରେ ପାଣି ଦିଅନ୍ତୁ ଶୁଭ ହେବ।

୯. ଯଦି ବିବାହ ପାଇଁ ପୁତ୍ର ଓ କନ୍ୟା ରାଜି ହେଉ ନାହାନ୍ତି ତେବେ ତାଙ୍କ ଶୋଇବା ଘରେ ଉତ୍ତର ପଟେ କ୍ରୀଷ୍ଟାଲ ବଲ କାଚ ପ୍ଲେଟ ରେ ରଖି ଦିଅନ୍ତୁ।

୧୦. ଯଦି ପୁତ୍ର କିମ୍ବା କନ୍ୟା ଙ୍କ ଜାତକ ରେ ମଙ୍ଗଳ ଦୋଷ ରହିଛି ତେବେ ମଙ୍ଗଳବାର ବ୍ରତ କରିଲେ ଦୋଷ ଦୁର ହୋଇଥାଏ।

୧୧. ଗର୍ଭାବସ୍ଥାରେ ଚାଉଳ ରେ ହଳଦୀ ମିଶାଇ ଘରେ ପକାଇଲେ ସମସ୍ତ ଅଶୁଭ ଶକ୍ତି ଦୁର ହୋଇଥାଏ।

୧୨. ଯଦି ଆପଣଙ୍କ କୌଣସି କାମ ହୋଇପାରୁ ନଥାଏ ତେବେ ଗାଈ କାନରେ କହି ଦିଅନ୍ତୁ। ନିଶ୍ଚିତ ଆପଣଙ୍କ କାମ ପୂର୍ଣ୍ଣ ହେବ।

Spread the love