Skip to content
Friday, May 23, 2025
Latest:
  • ଏରୋନଟିକ୍ସ୍ ମହାବିଦ୍ୟାଳୟର ଯୁକ୍ତଦୁଇରେ ଆଶାନୁରୂପ ଫଳାଫଳ
  • ଜୁନ ୩୦ ରୁ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା
  • ଭୁବନେଶ୍ବରରେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚର୍ ଅର୍ଗାନାଇଜେସନ୍ (ଇସ୍ରୋ)ର ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ
  • ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ପରମାଣୁ ଶକ୍ତି ଉପଯୋଗର ଆବଶ୍ୟକତା ରହିଛି: ଡକ୍ଟର ତ୍ୟାଗୀ
  • ଭୁବନେଶ୍ୱରରେ ପେଟ୍ରୋଲ ଦର କେତେ ? ଘରେ ରହି ଜାଣନ୍ତୁ ରେଟ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ଆରମ୍ଭ ହେଲା ସୁମା ସିକ୍ୟୁରିଟି ଏଜେନ୍ସି, ଉଦ୍‌ଘାଟନ କଲେ ସୋଆର ପ୍ରତିଷ୍ଠାତା ସଭାପତି ଡକ୍ଟର ମନୋଜରଞ୍ଜନ ନାୟକ

August 17, 2022 Satya state, summa-agency-logo

ଭୁବନେଶ୍ୱର ୧୭/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡାକ୍ତର ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ନୂତନ ସିକ୍ୟୁରିଟି ଏଜେନ୍ସି “ସୁମା ସିକ୍ୟୁରିଟି ଏଜେନ୍ସି” ଉଦଘାଟିତ ହୋଇଯାଇଛି । ପ୍ରଫେସର ନାୟକ ଏହାର ଲୋଗୋକୁ ଉନ୍ମୋଚିତ କରିଥିବା ସହ ଅଭିବାଦନ ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୋଆ ର ଚିଫ ଭିଜିଲାନ୍ସ ଅଫିସର ତଥା ଡାଇରେକଟର ରିସୋରସେସ ଶ୍ରୀ ଯୁଗଳ ଦାସ, ଆଇନ ବିଭାଗ ନିର୍ଦେଶକ ଶ୍ରୀ ସଞ୍ଜୟ କୁମାର ସାହୁ, ଏସଏଚଏମ ଡିନ ପ୍ରଫେସର ଶିତିକଣ୍ଠ ମିଶ୍ର, ପ୍ରମେୟ ଓ ନ୍ୟୁଜ ସେଭେନ ର ଗ୍ରୁପ ଏଡିଟର ଶ୍ରୀ ଗୋପାଳ କୃଷ୍ଣ ମହାପାତ୍ର, ନିୟୁଜ ସେଭେନର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଦେବ ନାରାୟଣ ସେଠୀ, ପ୍ରମେୟ ଓ ନ୍ୟୁଜ ସେଭେନର ନିର୍ଦେଶକ (ସେଲସ ଆଣ୍ଡ ମାର୍କେଟିଙ୍ଗ )ଶ୍ରୀ ହିମାଂଶୁ ହୋତା ଓ ସୋଆ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ସୁମା ସିକ୍ୟୁରିଟି ଏଜେନସିର ଉଦେଶ୍ୟ ରହିଛି ସେବା, ଶାନ୍ତି ଓ ସୁରକ୍ଷା । ଆଗାମୀ ଦିନରେ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ବିଭିନ୍ନ ଅନୁଷ୍ଠାନ ଓ ହସ୍ପିଟାଲର ସୁରକ୍ଷା କାର୍ଯ୍ୟରେ ଏହି ଏଜେନସି ର ସୁରକ୍ଷା କର୍ମୀମାନେ ନିୟୋଜିତ ହେବାର ଯୋଜନା ରହିଛି ।

Post Views: 259
Spread the love
  • ← ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୮୦ କୋଭିଡ୍ ପଜିଟିଭ୍
  • ତ୍ୱଚା ପାଇଁ ମଲ୍ଲୀ ଫୁଲ →

ADVT

Recent Posts

  • ଏରୋନଟିକ୍ସ୍ ମହାବିଦ୍ୟାଳୟର ଯୁକ୍ତଦୁଇରେ ଆଶାନୁରୂପ ଫଳାଫଳ May 22, 2025
  • ଜୁନ ୩୦ ରୁ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା May 21, 2025
  • ଭୁବନେଶ୍ବରରେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚର୍ ଅର୍ଗାନାଇଜେସନ୍ (ଇସ୍ରୋ)ର ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ May 20, 2025
  • ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ପରମାଣୁ ଶକ୍ତି ଉପଯୋଗର ଆବଶ୍ୟକତା ରହିଛି: ଡକ୍ଟର ତ୍ୟାଗୀ May 19, 2025
  • ଭୁବନେଶ୍ୱରରେ ପେଟ୍ରୋଲ ଦର କେତେ ? ଘରେ ରହି ଜାଣନ୍ତୁ ରେଟ May 17, 2025

Calendar

May 2025
M T W T F S S
 1234
567891011
12131415161718
19202122232425
262728293031  
« Apr    
Copyright © 2025 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.