ପୁଣି ଚର୍ଚ୍ଚାରେ ୧ ନମ୍ବର ହାଟ: ୨ଶହ ଚୋରା ଅଣ୍ଡର ଗ୍ରାଉଣ୍ଡ

ଭୁବନେଶ୍ବର: ୟୁନିଟ୍‌-୧ ହାଟରେ ଦୋକାନଗୁଡ଼ିକୁ ବ୍ୟକ୍ତିଗତ ମାଲିକାନାକୁ ନ ଦେବା ପାଇଁ ସର୍ତ୍ତ ରହିଥିଲେ ମଧ୍ୟ ବିଏମ୍‌ସିର ବାବୁମାନେ ୫୦୭ ଦୋକାନକୁ ଦୋକାନୀଙ୍କ ନାମରେ କରି ଦେଇଛନ୍ତି।

Read more