ପାକିସ୍ତାନରେ ଡଙ୍ଗା ବୁଡ଼ି ୧୦ ଛାତ୍ରଙ୍କ ମୃତ୍ୟୁ

ପାକିସ୍ତାନର ଖୈବର ପଖତୁନଖ୍ଵାରେ ଡଙ୍ଗା ବୁଡ଼ି ୧୦ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। କୋହଟ ଜିଲ୍ଲାର ଏକ ମଦ୍ରାସାର କିଛି ଛାତ୍ର ଏବଂ ଶିକ୍ଷକ

Read more