ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୧୦ ବଖରା ଘର ପୋଡି ଦେଲେ ଦୁର୍ବୃତ୍ତ

ରାତି ଅଧରେ ଲଗାଇଦେଲେ ନିଆଁ । ନିଆଁରେ ପୋଡି ପାଉଁଶ ହୋଇଗଲା ଆସବାପତ୍ର ସମେତ ୧୦ ବଖରା ଘର। ପୁରୀ ଜିଲ୍ଲା ପିପିଲି ବ୍ଲକ ସରସ୍ବତୀପୁର ଗାଁରେ

Read more