ବରଯାତ୍ରୀରେ ନାଚିବାକୁ ମନା କରିବାରୁ… ନାବାଳିକାକୁ ପେଟ୍ରୋଲ ଢାଳି ପୋଡିଦେଲେ ଯୁବକ

ବିହାର ହାଜିପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଗାଁରେ ଏକ ବରଯାତ୍ରୀ ଦଳ ଯାଉଥିଲେ । ସେମାନଙ୍କୁ ସ୍ୱାଗତ କରିବାକୁ କଲୋନୀର ଝିଅମାନେ ନାଚିଥିଲେ

Read more