ଏନସିପି ସାଂସଦଙ୍କୁ ୧୦ ବର୍ଷର ଜେଲଦଣ୍ଡ, ୧୩ ବର୍ଷ ପୁରୁଣା ମାମଲାରେ ଆସିଲା କୋର୍ଟଙ୍କ ରାୟ

ଲାକ୍ଷାଦୀପର କରାରତ୍ତୀର ଏକ ଅଦାଲତ ଏନସିପି ସାଂସଦ ମହମ୍ମଦ ଫୈଜଲଙ୍କୁ ୧୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ୨୦୦୯ ମସିହାରେ ଏକ ମାମଲାରେ ସେ ଦୋଷୀ

Read more