ବୋର୍ଡ ପରୀକ୍ଷାରେ କପିକଲେ ଏନଏସଏ ଧାରାରେ ଚାଲିବ ମାମଲା, ନିରୀକ୍ଷକଙ୍କୁ ବି ମଳିବ ଦଣ୍ଡ

ପରୀକ୍ଷାରେ କପି କରିବା ଏବେ ପଡିବ ମହଙ୍ଗା । ପରୀକ୍ଷାରେ କପିକରି ଧରାପଡିଲେ ସଂପୃକ୍ତ ଛାତ୍ର ଛାତ୍ରୀ ଓ ନିରୀକ୍ଷକଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ ।

Read more