ସ୍କ୍ରବ୍ ଟାଇଫସ୍ : ଆଜି ପୁଣି ସୁନ୍ଦରଗଡ଼ରେ ୧୧ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବଢ଼ୁଛି ସ୍କ୍ରବ ଟାଇଫ୍‌ସ। ଆଜି ପୁଣି ୧୧ ଚିହ୍ନଟ ହୋଇଛି। ଏହା ସହ ସଂଖ୍ୟା ୧୮୦ରେ ପହଞ୍ଚିଛି। ୫୪ଟି ନମୁନା ମଧ୍ଯରୁ ୧୧ ସ୍କ୍ରବ

Read more