ଅମରନାଥ ଯାତ୍ରା ପୂର୍ବରୁ କଶ୍ମୀରରେ ସେନାର ସ୍ବତନ୍ତ୍ର ଅଭିଯାନ, ୧୫ ଦିନରେ ମଲେଣି ୧୧ ବିଦେଶୀ ଆତଙ୍କବାଦୀ

ନୂଆଦିଲ୍ଲୀ : କଶ୍ମୀର ଘାଟିରେ ଏବେ ଅନୁପ୍ରବେଶ ବଢିଚାଲିଥିବାବେଳେ ସେମାନଙ୍କ ନିପାତ ପାଇଁ ସୁରକ୍ଷା ବାହିନୀ ଅଣ୍ଟା ଭିଡ଼ିଛି । ଏଥିପାଇଁ ସ୍ବତନ୍ତ୍ର ଅପରେସନ ଚଳାଯାଉଛି ।

Read more