କଟିବ ୧୧୨୧ ଗୃହରକ୍ଷୀଙ୍କ ରାସନକାର୍ଡ: ଏମ୍‌ଆଇଙ୍କୁ ଯୋଗାଣ ଅଧିକାରୀଙ୍କ ଚିଠି , ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ

ରାଉରକେଲା: ଅଯୋଗ୍ୟ ହିତାଧିକାରୀଙ୍କ ରାସନକାର୍ଡ କାଟିବାକୁ ଯୋଗାଣମନ୍ତ୍ରୀ ରାଜ୍ୟର ସମସ୍ତ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀଙ୍କ ନିର୍ଦ୍ଦେଶପରେ ପଞ୍ଚାୟତଠୁ ବ୍ଲକ୍ ଓ ସହର ପର୍ଯ୍ୟନ୍ତ ଅଯୋଗ୍ୟ

Read more