ବଜ୍ରାଘାତରେ ଚାରି ଦଣ୍ଡୁଆଙ୍କ ସମେତ ୧୨ ଆହତ

କବିସୂର୍ଯ୍ୟନଗର/ପାଟପୁର: ଗଞ୍ଜାମ ଜିଲ୍ଲାରେ ଆଜି ଅପରାହ୍‌ଣରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସାଙ୍ଗକୁ ଝଡ଼ିପବନ ଓ ବର୍ଷା ହୋଇଥିଲା। ଏ ସମୟରେ କବିସୂର୍ଯ୍ୟନଗର ବ୍ଲକ୍ ବୋରସିଙ୍ଗି ଗ୍ରାମରେ ବଜ୍ରାଘାତରେ

Read more