୧୨ କୁକୁରଙ୍କୁ ମାରିଦେଲା ଜଳଖିଆ ଦୋକାନୀ !

ଚୌଦ୍ୱାର: ଜଳଖିଆରେ ବିଷ ଦେଇ କୁକୁରଙ୍କୁ ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଏମିତି ୧୨ କୁକୁରଙ୍କୁ ଜଳଖିଆରେ ବିଷ ଦେଇ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି

Read more