ମଶାଣିରେ ଶବ ଦାହ ବେଳେ ଆକ୍ରମଣ କଲେ ମହୁମାଛି; ୧୫ ଆହତ

ମଶାଣିରେ ଶବ ଦାହ ବେଳେ ଉଡ଼ି ଆସିଲେ ଶହଶହ ମହୁମାଛି। ଗୋଡ଼େଇ ଗୋଡ଼େଇ ସମସ୍ତଙ୍କୁ କରିଥିଲେ ଆକ୍ରମଣ। ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Read more