ବିହାରରେ ବର୍ଷା ପରେ ବଜ୍ରପାତରେ ୧୫ ମୃତ

ବିହାରରେ ପ୍ରବଳ ବର୍ଷା ପରେ ବଜ୍ରପାତ ହୋଇ ୧୫ ଜଣଙ୍କ ଜୀବନ ଚାଲିଯାଇଛି । ବିହାରର ୮ଟି ଜିଲ୍ଲାରେ ବଜ୍ରପାତ ହୋଇ ୧୫ ଜଣ ଲୋକ ମୃତ୍ୟୁବରଣ

Read more