ମେକ୍‌ସିକୋ ପାହାଡ଼ୀ ନଈକୁ ଖସିପଡ଼ିଲା ଭାରତୀୟ ଯାତ୍ରୀ ଥିବା ବସ୍‌; ୧୮ ମୃତ

ମେକ୍‌ସିକୋ ସିଟି: ମେକ୍‌ସିକୋର ପଶ୍ଚିମାଞ୍ଚଳ ରାଜପଥରୁ ଗୁରୁବାର ପ୍ରତ୍ୟୁଷରେ ଗୋଟାଏ ଯାତ୍ରୀବାହୀ ବସ୍‌ ପାହାଡ଼ୀ ନଈକୁ ଖସିପଡ଼ିବାରୁ ଅନ୍ୟୂନ ୧୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ

Read more