ଜୁଆ ଆଡ୍ଡାରେ ପୁଲିସର ଚଢ଼ଉ: ୧.୮୫ ଲକ୍ଷ ଜବତ, ୧୮ ଗିରଫ

ରାୟଗଡ଼ା: ସହରର ପାଇକ ସାହିରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ କରିଛି ରାୟଗଡ଼ା ପୁଲିସ୍। ଶୁକ୍ରବାର ରାତିରେ ହୋଇଥିବା ଚଢ଼ଉରେ ପୁଲିସ୍ ୧ ଲକ୍ଷ ୮୫

Read more