ଗୌରୀକୁଣ୍ଡ ଭୂସ୍ଖଳନରେ ୧୯ ଯାତ୍ରୀ ନିଖୋଜ, ସର୍ଚ୍ଚ ଅପରେସନ ଜାରି

ଉତ୍ତରାଖଣ୍ଡ ଗୌରୀକୁଣ୍ଡ ଠାରେ ହୋଇଥିବା ଭୂସ୍ଖଳନ ଫଳରେ ୧୯ ଜଣ କେଦାରନାଥ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି । ଏହି କାରଣରୁ ଏବେ କେଦାରନାଥ ଯାତ୍ରା ସ୍ଥଗିତ ରଖାଯାଇଛି

Read more