୧୯% ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ

ଭୁବନେଶ୍ବର : ରାଜ୍ୟର ୧୯% ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। ସେହିଭଳି ୮୧.୦୪% କେନ୍ଦ୍ରରେ ଶୌଚାଳୟ ଏବଂ ୭୧.୪୭% କେନ୍ଦ୍ରରେ ସୁରକ୍ଷିତ ଜଳ ଯୋଗାଣ ବ୍ୟବସ୍ଥା ନାହିଁ।

Read more