ମୁଁ ଦୈନିକ୨-୩ କେଜି ଗାଳି ଖାଉଛି, ଏସବୁ ମୋ ଭିତରେ କନଭର୍ଟ ହୋଇ ନ୍ୟୁଟ୍ରିସନ ହେଇଯାଉଛି: ମୋଦୀ

ହାଇଦ୍ରାବାଦ: ମୁଁ ପ୍ରତିଦିନ ୨-୩ କିଲୋ ଗାଳି ଖାଉଛି। ହେଲେ ଏହି ଗାଳିଗୁଡ଼ିକ ମୋ ପାଇଁ ପୋଷଣ ହେଇଯାଉଛି। ତେଲେଙ୍ଗାନାରେ ବିଜେପିକର୍ମୀଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ

Read more