ଅନୁଗୁଳରେ ଥମୁନି ହାତୀ ଉପଦ୍ରବ, ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା

ଦଳିଦେଲା ଦନ୍ତା। ଅନୁଗୁଳ ଜିଲ୍ଲାରେ ଥମୁନି ହାତୀ ଆତଙ୍କ। ଆକ୍ରମଣରେ ବାରମ୍ବାର ଲୋକଙ୍କ ଜୀବନ ଯାଉଛି। ଅନୁଗୁଳ ବନଖଣ୍ଡ କୁମୁରିସିଂହା ପଞ୍ଚାୟତ ପାତେଳି ଗାଁରେ ହାତୀ ଆକ୍ରମଣରେ

Read more