କଂଗ୍ରେସରେ ମିଶିଲେ ଦୁଇ ଆଇଏଏସ ଓ ଦୁଇ ଓଏଏସ ଅଧିକାରୀ

ଭୁବନେଶ୍ୱର: ଆଜି କଂଗ୍ରେସରେ ରାଜ୍ୟର ଦୁଇ ଅବସରପ୍ରାପ୍ତ ଆଇଏଏସ ଓ ଓଏଏସ ଅଧିକାରୀ ମିଶିଛନ୍ତି | ଏହି ଦୁଇ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ହେଉଛନ୍ତି ପଞ୍ଚାନନ ଦାସ

Read more