୨୦ରୁ ମୟୁରଭଞ୍ଜ ମହୋତ୍ସବ, ପ୍ରସ୍ତୁତି ଜୋରଦାର

ବାରିପଦା: ୫ମ ବର୍ଷରେ ପଦାର୍ପଣ କରିଛି ମୟୁରଭଞ୍ଜ ମହୋତ୍ସବ। ଏଥିଲାଗି ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି। ଆସନ୍ତା ନଭେମ୍ବର ୨୦ ତାରିଖରୁ ୨୭  ପର୍ଯ୍ୟନ୍ତ ଚାଲିବା ଏହି ମହୋତ୍ସବ।

Read more