ଓଲଟିଲା ଯାତ୍ରୀବାହୀ ଘରୋଇ ବସ, ୨୦ ରୁ ଉର୍ଦ୍ଧ୍ୱ ଆହତ

କୋଟଗଡ଼ ଥାନା ପଣ୍ଡାରିପି ନିକଟରେ ଓଲଟିଲା ଯାତ୍ରୀବାହୀ ଘରୋଇ ବସ l ସାଲୁଙ୍କି ନାମକ ଘରୋଇ ବସ ର ଆଗ ଚକା ଫାଟି ଯିବାରୁ ଦୁର୍ଘଟଣା ଘଟିଛି

Read more