୬ ରାଜ୍ୟରେ ୭ରୁ ୪ ଆସନରେ ବିଜେପିର ବାଜିମାତ୍, ୨୦୨୪ ପୂର୍ବରୁ ବ୍ୟାକଫୁଟରେ ବିରୋଧୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ, ବିହାର, ହରିୟାଣା, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଓଡ଼ିଶାରେ ମୋଟ ୭ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ବାଜିମାତ କରିଛି । ସାତରୁ

Read more