ପାକିସ୍ତାନରେ ପୋଲିସକୁ ଟାର୍ଗେଟ କରି ବୋମା ବିସ୍ଫୋରଣ: ୩ ଜଣକ ମୃତ୍ୟୁ

ନୂଆଦିଲ୍ଲୀ, ୩୦/୧୧: ପାକିସ୍ତାନର କ୍ବେଟ୍ଟା ସହରରେ ବୁଧବାର ଭୟଙ୍କର ବୋମା ବିସ୍ପୋରଣ ହୋଇଛି। ଏକ ପୋଲିସ୍ ପଟ୍ରୋଲ ଭ୍ୟାନ୍‌କୁ ଟାର୍ଗେଟ କରି ଏହି ସୁଇସାଇଡ ବିସ୍ଫୋରଣ ହୋଇଥିଲା।

Read more