ମଧ୍ୟାହ୍ନ ଭୋଜନ ଖାଇ ୨୫ ଛାତ୍ରୀ ଅସୁସ୍ଥ

ବୌଦ୍ଧ, ୦୨/୦୬: ବୌଦ୍ଧ ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟରେ ଅଘଟଣ । ମଧ୍ୟାହ୍ନ ଭୋଜନ ଖାଇ ୨୫ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ।

Read more