୨୫ କିଲୋ ବିସ୍ଫୋରକ ଜବତ: ଜଣେ ନାବାଳକ ସମେତ ୪ ମାଓବାଦୀ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଦାନ୍ତେଓ୍ବାଡ଼ା ଜିଲ୍ଲାରେ ପୁଲିସ ଜଣେ ନାବାଳକ ସହ ୪ ମାଓବାଦୀଙ୍କୁ ଗିରଫ କରି ସେମାନଙ୍କଠାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି।

Read more