ସରକାରୀ ବିଭାଗରେ କାମ କରୁଥିବା ଆଉଟସୋର୍ସିଂ କର୍ମଚାରୀଙ୍କର ବଢିଲା ପାରିଶ୍ରମିକ । ୨୫ ପ୍ରତିଶତ ପାରିଶ୍ରମିକ ବୃଦ୍ଧି, ପ୍ରତି ୫ ବର୍ଷର ଅଭିଜ୍ଞତା ପାଇଁ ମାସିକ ୧ ହଜାର ଟଙ୍କା ଅଧିକ ମିଳିବ
ସରକାରୀ ବିଭାଗରେ କାମ କରୁଥିବା ଆଉଟସୋର୍ସିିଂ କର୍ମଚାରୀଙ୍କ ପାରିଶ୍ରମିକ ବଢିଲା । Service Provider Agency ଗୁଡିକ ଜରିଆରେ ବିଭିନ୍ନ ସରକାରୀ ବିଭାଗରେ କାମ କରୁଥିବା Outsourcing
Read more