ଭୋପାଳରେ ବେଆଇନ ଭାବେ ଚାଲିଥିଲା ବାଳିକା ଆଶ୍ରୟ ଗୃହ, ୨୬ ନାବାଳିକା ନିଖୋଜ

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ବେଆଇନ ଭାବେ ଚାଲିଥିବା ଏକ ବାଳିକା ଆଶ୍ରୟ ଗୃହରୁ ୨୬ ଜଣ ବାଳିକା ନିଖୋଜ ହୋଇଯାଇଛନ୍ତି । ଏହି ବାଳିକାମାନେ ଗୁଜରାଟ, ଝାଡଖଣ୍ଡ,

Read more