୨୭ରୁ ହାଡଭଙ୍ଗା ଶୀତ

ଭୁବନେଶ୍ୱର,୨୫/୧୧: ଆସନ୍ତା ୨୭ ତାରିଖରୁ ଉପକୂଳ ଓଡ଼ିଶାରେ ଶୀତ ବଢ଼ିବ । ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ରାତି ତାପମାତ୍ରା ଅଢ଼େଇ ଡିଗ୍ରୀ ସେଲସିୟସ୍‌ କମିଯିବ

Read more