ରାଜ୍ୟରେ ଅଛନ୍ତି ୨୮ ମହାବଳ ଓ ୭୬୦ କଲରା ପତରିଆ ବାଘ

ରାଜ୍ୟରେ ଅଛନ୍ତି ୨୮ଟି ମହାବଳ ଓ ୭୬୦ଟି କଲରା ପତରିଆ ବାଘ । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

Read more