ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଜନ-୧ର ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ଦ୍ୱିତୀୟ ଦିନ ରେଡ୍‌

ମାଲକାନଗିରି, ୨୬/୦୩: ଯେତେ ଖୋଳିଲେ ସେତେ ବାହାରୁଛି । ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଜନ-୧ର ନିର୍ବାହୀ ଯନ୍ତ୍ରୀ ଆଶିଷ ଦାଶଙ୍କ ସମ୍ପତ୍ତି ତାଲିକା ଶେଷ ହେଉନାହିଁ ।

Read more