ଓଡ଼ିଶାର ୩ କମ୍ୟୁନିଟି ରେଡିଓ ଷ୍ଟେସନକୁ ମିଳିଲା ଜାତୀୟ ପୁରସ୍କାର

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ୮ମ ଏବଂ ୯ମ ଜାତୀୟ କମ୍ୟୁନିଟି ରେଡିଓ ପୁରସ୍କାର ପ୍ରଦାନ କରିଛନ୍ତି ।

Read more