ରାଜଧାନୀରେ ଫିଲ୍ମ ଷ୍ଟାଇଲ୍‌ରେ ଚୋରି; ନକଲି ED ସାଜି ଘରେ ପଶି ନେଇଗଲେ ୩ କୋଟି

ନୂଆଦିଲ୍ଲୀ : ଫିଲ୍ମ ଷ୍ଟାଇଲରେ ଲୁଟ। ଯାହା ଆପଣଙ୍କୁ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସ୍ପେଶାଲ୍ 26’ ମାନେ ପକାଇ ଦେବ। ଘରେ ପଶି ଲୁଟି ନେଲେ ୩ କୋଟି।

Read more