୩ ଦିନ, ୧୨ ଘଣ୍ଟା, ୧୦୦ରୁ ଅଧିକ ପ୍ରଶ୍ନ; ସୋନିଆଙ୍କୁ ଇଡିର ପଚରା ଉଚୁରା ଶେଷ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପଚରାଉଚୁରା ସରିଛି। ନ୍ୟାସନାଲ ହେରାଲ୍ଡ ମାମଲାରେ ତୃତୀୟ ଦିନରେ କଂଗ୍ରେସର ମୁଖ୍ୟଙ୍କୁ ପ୍ରାୟ ତିନି ଘଣ୍ଟା ପଚରା

Read more