ଓଲଟିପଡିଲା ବସ୍‌, ୩ ମୃତ ଏବଂ ୧୮ ଆହତ

ଉତ୍ତରପ୍ରଦେଶର କନ୍ନୋଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ୩ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୮ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

Read more