ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ, ୪ ଗୁରୁତର

ଆକାଶରୁ ଖସିଲା ମୃତ୍ୟୁ । ବଜ୍ରାଘାତ ନେଲା ୩ ଜୀବନ । ଶବଦାହ କରିବାକୁ ଯାଇଥିଲେ ଶବ ହୋଇ ଫେରିଲେ । ମୟୁରଭଞ୍ଜ କରଞ୍ଜିଆ ଅଂଚଳରେ ଘଟିଛି

Read more