ପାକିସ୍ତାନର ଗିଲ୍‌ଗିଟ୍‌-ବାଲ୍‌ତିସ୍ତାନ୍‌ରେ ତୁଷାରସ୍ଖଳନ; ପୋତି ହୋଇ ମଲେ ୩ ମହିଳାଙ୍କ ସମେତ ୧୦ ବ୍ୟକ୍ତି, ୨୫ ଆହତ

ଇସ୍‌ଲାମାବାଦ୍‌: ଶନିବାର ଦିନ ପାକିସ୍ତାନ ଅନ୍ତର୍ଗତ ଗିଲ୍‌ଗିଟ୍‌-ବାଲ୍‌ତିସ୍ତାନ ଅଞ୍ଚଳରେ ତୁଷାରସ୍ଖଳନ ଯୋଗୁଁ ଅନ୍ୟୂନ ୧୦ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨୫ଜଣ ଆହତ ହୋଇଥିବା କଥା

Read more