ମାଟି ତଳେ ଦବିଗଲା ବସ୍, ୩୩ମୃତ

ନୂଆଦିଲ୍ଲୀ: କଲମ୍ବିଆ ଭୟଙ୍କର ଭୂସ୍ଖଳନରେ ୩୩ଜଣଙ୍କ ମୃତ୍ୟୁ । ଲ୍ୟାଣ୍ଡସ୍ଲାଇଡିଂ ଯୋଗୁ ମାଟି ତଳେ ଦବି ହୋଇଯାଇଛି ଯାତ୍ରୀବାହୀ ବସ୍ । ଫଳରେ ଲୋକଙ୍କ ଜୀବନ ଯାଇଛି

Read more