ଦୋକାନସଟର ଭାଙ୍ଗି ମୋବାଇଲ ଓ ନଗଦ ଟଙ୍କା ନେଇଯାଇଥିଲେ ୪ ନାବାଳକ

ରାୟଗଡ଼ା: ଜିଲ୍ଲାରେ ପ୍ରାୟତଃ ପ୍ରତିଦିନ ଚୋରି, ଡକାୟତି ଘଟଣା ଲାଗି ରହୁଛି। ପୁଲିସକୁ କିନ୍ତୁ ଗତ ଜୁଲାଇ ୨୪ ତାରିଖରେ ହୋଇଥିବା ମୋବାଇଲ ଚୋରି ଘଟଣାର ପର୍ଦାଫାସ

Read more