ଆଜି ଏନ୍‌ଡିଏର ଶକ୍ତି ପ୍ରଦର୍ଶନ; ଯୋଗ ଦେବେ ୩୮ ଦଳ

ନୂଆଦିଲ୍ଲୀ: ୨୬ଟି ଅଣ ବିଜେପି ଦଳଙ୍କ ବୈଠକ ସୋମବାରଠାରୁ ବେଙ୍ଗାଲୁରୁରେ ଆରମ୍ଭ ହୋଇଛି। ବିରୋଧୀଙ୍କ ଦୁଇ ଦିନିଆ ବୈଠକ ଗୋଟିଏ ପଟେ ଦକ୍ଷିଣ ଭାରତରେ ଆରମ୍ଭ ହୋଇଥିବାବେଳେ

Read more