ବିଜେପି ସଂପର୍କରେ ଟିଏମସିର ୩୮ ବିଧାୟକ, ମୋ ଯୋଗାଯୋଗରେ ୨୧ ଜଣ- ମିଥୁନ ଚକ୍ରବର୍ତ୍ତୀଙ୍କ ଚାଞ୍ଚଲ୍ୟକର ଦାବି

କୋଲକାତା: ମିଥୁନ ଚକ୍ରବର୍ତ୍ତୀଙ୍କ ଚାଞ୍ଚଲ୍ୟକର ଦାବି। ବିଜେପି ସଂପର୍କରେ ଅଛନ୍ତି ଟିଏମସିର ଅନେକ ବିଧାୟକ। ତାଙ୍କର ଏହି ତାଜା ବୟାନ ପଶ୍ଚିମବଙ୍ଗ ରାଜନୀତିରେ ଝଡ ସୃଷ୍ଟି କରିଛି। ମମତା

Read more