ଭରା ସଭାରେ ନିତିଶ କୁମାରଙ୍କ ଉପରେ ଆକ୍ରମଣ ଉଦ୍ୟମ, ଯୁବକ ଗିରଫ

ବଖତିଆରପୁର ୨୭।୩: ବର୍ତ୍ତମାନ ସମୟର ଏକ ବଡ଼ ଖବର ସାମ୍ନାକୁ ଆସୁଛି। ବିହାର ବକ୍ତିଆରପୁରରେ ଏକ ସଭାମଞ୍ଚରେ ଜଣେ ଯୁବକ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଉପରେ ଆକ୍ରମଣ

Read more