‘ଦୈନିକ ଜାଗରଣ’ ସାମ୍ବାଦିକଙ୍କୁ ଗୁଳି ମାରି ହତ୍ୟା କରାଯିବା ଘଟଣାରେ ୪ ଗିରଫ

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ବିହାରର ଜଣେ ସାମ୍ବାଦିକଙ୍କୁ ତାଙ୍କ ବାସଭବନ ଦ୍ବାରରେ ଗୁଳିମାରି ହତ୍ୟା କରାଯିବା ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଥିବା କଥା ଆଜି ପୁଲିସ କହିଛି।

Read more