ସ୍କୁଟି ଡିକିରୁ ସାଢେ ୪ଲକ୍ଷ ଟଙ୍କା ଲୁଟ

ସ୍କୁଟି ଡିକିରୁ ସାଢେ ୪ଲକ୍ଷ ଟଙ୍କା ଲୁଟ । ବଜାର ମଧ୍ୟରୁ ସ୍କୁଟିରୁ ଲୁଟ। ବ୍ରହ୍ମପୁର ବଡବଜାର ଥାନା ଉତ୍କଳ ସିନେମା ହଲ ଛକରେ ହୋଇଛି ଲୁଟ।

Read more