ଆତଙ୍କବାଦୀଙ୍କ ଗୁଳିରେ ୪ ପୁଲିସ୍‌ କମାଣ୍ଡୋ, ଜଣେ ବିଏସ୍‌ଏଫ୍‌ ଜବାନ ଆହତ

ମଣିପୁର: ମଙ୍ଗଳବାର ମଣିପୁରର ମୋରେହ ସହରରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଜଣ ପୁଲିସ କମାଣ୍ଡୋ ଏବଂ ଜଣେ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନ ଆହତ ହୋଇଛନ୍ତି।

Read more