ସଂପର୍କୀୟଙ୍କ ଡିଏନ୍‌ଏ ମ୍ୟାଚ କଲେ ଶବ ହସ୍ତାନ୍ତର କରାଯାଉଛି: ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଶବ ହସ୍ତାନ୍ତର କରାଯିବା ପ୍ରସଙ୍ଗରେ ଭୁବନେଶ୍ଵର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ପ୍ରତିକ୍ରିୟା ରଖିଛନ୍ତି।

Read more