ନାବାଳିକାର ଚୁଟି ଧରି ବାହାହେବାକୁ ଜିଦ ଧରିଲା ୪୭ ବର୍ଷ ବୟସ୍କ ଦୁର୍ବୃତ୍ତ

ରାୟପୁର ରାଜରାସ୍ତାରେ ନିଶାସକ୍ତ ଯୁବକର ଉନ୍ମତକାଣ୍ଡ । ଜଣେ ନାବାଳିକାକୁ ବାହାହେବାକୁ ଜିଦ୍ କରି ଦୁର୍ବୃତ୍ତ ବିଫଳ ହେବାରୁ ଧାରୁଆ ଅସ୍ତ୍ରରେ ହାଣି ଲହୁଲୁହାଣ କରିଦେଇଛି ।

Read more