ସୁଧ ଟଙ୍କା ଦେଣନେଣକୁ ନେଇ ରକ୍ତାକ୍ତ ସଂଘର୍ଷ, ୩ ଗୁରୁତର

ଜଗତସିଂହପୁର ୨୯।୦୮: ସୁଧ ଟଙ୍କା ଦେଣନେଣକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି । ଯାହାଫଳରେ ଉଭୟ ପରିବାରର ତିନିଜଣ ଗୁରୁତର ହୋଇଛନ୍ତି ।

Read more